ନୂଆଦିଲ୍ଲୀ,୬/୬: ପିଏମ୍ ମୋଦୀ ଆଜି ୧,୨,୫,୧୦ ଓ ୨୦ଟଙ୍କିଆ କଏନ୍ର ସ୍ପେଶାଲ ସିରିଜ ଜାରି କରିବେ । ଏହି କଏନ ବିଶେଷ ଭାବରେ ବହୁତ ଗୁରୁତ୍ପୂର୍ଣ୍ଣ ଅଟେ । କାରଣ ଏହି ସ୍ପେଶାଲ ସିରିଜର କଏନକୁ ଦୃଷ୍ଟିହୀନମାନେ ବି ସହଜରେ ଚିହ୍ନିପାରିବେ। ପିଏମଓ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |