ନୂଆଦିଲ୍ଲୀ,୪।୩: ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ ଉପରେ କରିବେ ଆଲୋଚନା । ସାମିଲ ହେବେ ସଂପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀ ଏବଂ ସଚିବଙ୍କ ବ୍ୟତୀତ ରାଜ୍ୟ, ଶିଳ୍ପ ଏବଂ ପୁଞ୍ଜି ବିନିଯୋଗ ଗୋଷ୍ଠୀର ବହୁ ହିତାଧିକାରୀ । ବଜେଟ୍ ଘୋଷଣାର ଉତ୍ତମ କାର୍ଯ୍ୟକାରିତା ପାଇଁ ପରାମର୍ଶ ଦେବେ । ବିଶ୍ବ ସ୍ତରୀୟ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ ବଜେଟ୍ ଆବଣ୍ଟନ ବୃଦ୍ଧି କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |