ଭୁବନେଶ୍ଵର, ୨୧/୦୬ : ୯ କଂଗ୍ରେସ ବିଧାୟକଙ୍କୁ AICCର ଦିଲ୍ଲୀ ଡ଼ାକରା। ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ ୯ କଂଗ୍ରେସ ବିଧାୟକ। ଏନେଇ ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ରାହୁଲ ଓ ସୋନିଆଙ୍କୁ ଇଡିର ନୋଟିସକୁ ନେଇ ରଣନୀତି ପ୍ରସ୍ତୁତି କରିବାକୁ ଡାକରା ଆସିଥିବା ତାରା କହିଛନ୍ତି। କେନ୍ଦ୍ର ବିରୋଧରେ ରଣନୀତି ସହ ଦଳୀୟ ସଙ୍ଗଠନ ବିଷୟରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |