ଆଣ୍ଡାମାନ ନିକୋବରରେ ଭୁକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ,୦୧/୦୫: ଆଣ୍ଡାମାନ ନିକୋବରରେ   ଭୁକମ୍ପର ଝଟକା ଅନୁଭୂତ ହୋଇଛି । ବିଭିନ୍ନ ସ୍ଥାନରେ ଭୂକମ୍ପ ପ୍ରଭାବରେ ଥରି ଉଠିଛି ସାରା ଦ୍ୱୀପ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଥିବା ବେଳେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ନେସନାଲ ସେଣ୍ଟର ଫର ସେସ୍ମୋଲୋଜିର ସୂଚନା ମୂତାବକ, ଆଣ୍ଡାମାନ ଦିଗଲିପୁରରୁ ୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହି ଭୁକମ୍ପ କେନ୍ଦ୍ରୀଭୂତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: