ନୂଆଦିଲ୍ଲୀ ୨୨/୫: ଏଲୋପାଥି ମେଡିସିନ୍କୁ ନେଇ ବେପରୁଆ ମନ୍ତବ୍ୟ ଦେବା ପରେ ଅଡ଼ୁଆରେ ବାବା ରାମଦେବ । ଯୋଗ ଗୁରୁଙ୍କୁ ଘେରିଛନ୍ତି ଡାକ୍ତର। ବାବାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) । ରାମଦେବ ବାବାଙ୍କ ଏକ ଭିଡିଓ ସେୟାର କରିବା ସହ ଆଇଏମଏ କହିଛି, ବାବା କହୁଛନ୍ତି ଏଲୋପାଥି ଷ୍ଟୁପିଡ୍ ଏବଂ ଦେବାଳିଆ ବିଜ୍ଞାନ। ଏହା ସହ ସେ ଆହୁରି କହିଛନ୍ତି, ଏଲୋପାଥି ମେଡିସନ୍ ଖାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଦ୍ବାରା ସ୍ବିକୃତୀ ପାଇଥିବା ରେମଡେସିଭିର, ଫାବିଫ୍ଲୁ ସମେତ ଅନ୍ୟ ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ବିଫଳ ହୋଇଛି ବୋଲି ରାମଦେବ କହିଛନ୍ତି।
Dear doctors (whichever ‘pathy’)
this is unofficially BJP Government’s line on science- promoting businessmen/conmen/quacks who use religion to denounce science and rake in the money. Alas, the party is no longer led by educated people like #vajpayee
u knw who calls the shots https://t.co/1WLXDurtWC— samir dalwai (@samyrdalwai) May 22, 2021
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |