ବ୍ରହ୍ମପୁର, ୧୪।୫ :ଗଞ୍ଜାମ ଏସପି ଅଫିସ ଆଗରେ ଜଣେ ଯୁବକ ଆତ୍ମାହୃତି ଉଦ୍ୟମ କରିଛି।ଗଂଜାମ ଏସ୍ପି ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପେଟ୍ରୋଲ ଢାଳି ନିଜ ଦେହରେ ଯୁବକ ଜଣକ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲଗାଇବା ପରେ ସଂପୃକ୍ତ ଯୁବକ ଜଣକ ହୁତହୁତ ହୋଇ ଜଳି ଯାଇଥିଲେ। ସଂପୃକ୍ତ ଯୁବକ ଛତ୍ରପୁର ବୋରିଗାଁର ବାଦଲ ସାହୁ ହୋଇଥିବା ସୂଚନା ମିଳିଛି।ବାଦଲ ସାହୁଙ୍କ ସାରା ଶରୀର ଜଳିଯାଇଥିଲା। ବାଦଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |