କଟକରେ ମେୟର ପଦବୀ ହାତେଇଛନ୍ତି ସୁବାଷ ସିଂହ

ଭୁବନେଶ୍ୱର, ୨୬/୦୩:୩ ମହାନଗର ନିଗମ ଏବଂ ୧୦୫ ପୌର ପରିଷଦର ଫଳାଫଳ ଆସିସାରିଛି । ଆଉ ପୌର ନିର୍ବାଚନରେ ବିପୁଳ ଭୋଟରେ ବାଜିମାତ୍ କରିଛି ବିଜେଡି । କଟକ ମହାନଗର ନିଗମ ଫଳାଫଳ ଆସିସାରିଛି  କଟକରେ ମଧ୍ୟ ପୌର ନିର୍ବାଚନରେ ବିଜେଡି ବାଜି ମାରିଛି । କଟକରେ ମେୟର ପ୍ରାର୍ଥୀ ଭାବରେ ଜିତିଛନ୍ତି ବିଜେଡିର ସୁବାଷ ସିଂହ । ଏହା ସହ ରାଜ୍ୟର ତିନି ମହାନଗରର ମେୟର ପଦ ହାତେଇଛି ବିଜେଡି । ଭୁବନେଶ୍ୱରରେ ସୁଲୋଚନା ଦାସ, ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ଏବଂ କଟକରେ ସୁବାଷ ସିଂହ ମେୟର ପଦବୀ ହାତେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: