କରୋନା ରେ ହୋଇପାରେ କେଶ ସମସ୍ୟା !

କରାେନା ରୁ ମୁକ୍ତ ହେଉଥିବା ରୋଗୀ ମାନଙ୍କ ଠାରେ ଚୁଟି ଉପୁଡିବା ଭଳି ସମସ୍ୟା ଦେଖା ଯାଉଛି ।ଆମେରିକା ର ଏକ ସମ୍ବାଦ ପତ୍ର ରେ ଏହ।  ପାଇଛି। ଯଦିବା ଏହାକୁ ଆମେରିକା ର ଡିଜିଜ କଟ୍ରୋଲ ଆଣ୍ଡ ପ୍ରିଭେନସନ ଏହାକୁ ଗ୍ରହଣ କରିନାହନ୍ତି କିନ୍ତୁ ଫେସ୍ ବୁକ୍ ମାଧ୍ୟମରେ ୧୧୦୦ ଜଣ ଙ୍କ ଠାରେ କରାଯାଇଥିବା ସର୍ଭେ ରେ ୨୭% ଲୋକଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥିଲା । ହୁଏତ ଜ୍ଵର ଓ ଅନ୍ୟାନ୍ୟ କାରଣ ରୁ କେଶ ସମସ୍ୟା ଦେଖା ଦେଇ ଥାଇ ପାରେ ।।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!