କରୋନାରେ ବିଜେପି ନେତା ଡା.ଦେବାଶିଷ ସାମନ୍ତଙ୍କ ମୃତ୍ୟୁ

କୋଲକାତା ,୩୦/୯: କୋଭିଡ-୧୯ରେ ପଶ୍ଚିମବଙ୍ଗର ଆଉ ଜଣେ ବିଜେପି ନେତା ପ୍ରାଣ ହରାଇଛନ୍ତି। ମୃତକ ହେଲେ ୬୬ ବର୍ଷ ବୟସ୍କ ଡା. ଦେବାଶିଷ ସମନ୍ତ। ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ କାଂଠୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ପଶ୍ଚିମବଙ୍ଗରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀରେ ୩ଦିନ ପୂର୍ବରୁ ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲଙ୍କର ପରଲୋକ ହୋଇଥିଲା। ଏଥିରେ ଆଉ ଜଣେ ନେତାଙ୍କ ମୃତ୍ୟୁ ରାଜ୍ୟରେ ବିଜେପି ନେତା  ଓ କର୍ମୀଙ୍କୁ ଆତଙ୍କିତ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: