ନବରଙ୍ଗପୁର,୨୮/୫(ମିହିର ଶଙ୍କର ପାତ୍ର):-ଡାବୁଗାଁ ବ୍ଲକ ଡୁମଣୀଗୁଡା ଗ୍ରାମରେ କରନା ରୁ କିଭଳି ଭାବରେ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବେ ଏ ବିଷୟରେ ଘର ଘର ବୁଲି ସଚେତନ କରୁଛନ୍ତି ଏବଂ ors ପାଣି କେମିତି ବ୍ୟବହାର କରିବେ ସେବିଷୟରେ ବୁଝାଉଛନ୍ତି ଡୁମଣୀଗୁଡା ଅଙ୍ଗନବାଡି ଦିଦି ଅମିତା ବେହେରା ଓ ଆଶା ଦିଦି ଯସଦା ସିଂ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |