ନବରଙ୍ଗପୁର,୧୬/୩( ଭୋଦେବ ଗୌଡ଼): ଜିଲ୍ଲାସଭାପତି ନବରଙ୍ଗପୁର. ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଉଥିବା ସମସ୍ତ କଳାକାର ଭାଇ ଭଉଣୀ ମାନଙ୍କନବରଙ୍ଗପୁର ଜିଲ୍ଲାର କଳାକାର ମାନଙ୍କ ର ଦୁଃଖ କୁ ଶ୍ରୀଯୁକ୍ତ ପେଣ୍ଡାପ୍ରସାଦ ନାୟକ. ଜିଲ୍ଲା ସଭାପତି ସମବାର ଦିନ ସଂସ୍କୃତି ବିଭାଗ ର ଅପିସର ଙ୍କ ସହିତ କଥପକଥନ କରି ଥିଲେ.. ଓ ସୁବେଛ। ଜଣେଇକହିଥିଲେ. ଓ ଦୁଇ ମାସର ଭତ୍ତା ମଧ୍ୟ ଦେଲେ. ଜିଲ୍ଲାର କଳାକାର ମାନଙ୍କ ଦୁଃଖ ସୁଖ ର ସାଥି. ଜିଲ୍ଲା ସଭାପତି ଙ୍କୁ ଝରୀଗାଁ ବ୍ଲକ ସମ୍ପାଦକ ଶ୍ରୀ ଲଷ୍ମୀ ନାରାୟଣ ଗାଣ୍ଡା. ଧନ୍ୟବାଦ ଜଣାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |