ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୩୦/୦୬:ରାଜସ୍ଥାନ ଉଦୟପୁର ର କହ୍ନେୟାଲାଲ ହତ୍ୟା ବିରୋଧରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ ଓ ହିନ୍ଦୁ ମହାସଂଘ ର ଶୋଭାଯାତ୍ରା। ଉମରକୋଟ ମାଁ ପେଣ୍ଡ୍ରାଣୀ ମନ୍ଦିର ରୁ ବାହାରି ନଗର ପରିକ୍ରମା କରିଥିଲା। ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ବାଳକୃଷ୍ଣ ପଟ୍ଟନାୟକ,ସୁନିଲ ବେହେରା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ଅରୁଣ ପ୍ରସନ୍ନ ନାୟକ, ଶ୍ୟାମସୁନ୍ଦର କବିରାଜ, ଗଣେଶ ରାୟ, ମନୋହର ସେନା, ମିଲୁ ପଣ୍ଡା, ସତ୍ୟବ୍ରତ ସାମଲ, ଉମରକୋଟ, ରାଇଘର,ଡାବୁଗାଁ, ଝରିଗାଁ ଓ କୋଷାଗୁମୁଡା ବ୍ଲକ ରୁ ମଧ୍ୟ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ମାନେ ଆସି ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |