କାବୁଲରେ ସିରିଜ୍ ବିସ୍ଫୋରଣ,ଆତଙ୍କବାଦୀ ଆକ୍ରମଣ ସନ୍ଦେହ

କାବୁଲ୧୯।୪ :ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି ।     ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ ବିସ୍ଫୋରଣ ମୁମତାଜ ଏଜୁକେସନାଲ ସେଣ୍ଟ ନିକଟରେ ହୋଇଛି, ଦ୍ୱିତୀୟ ଧମାକା ଅବଦୁଲ ରହିମ ଶହୀଦ ହାଇସ୍କୁଲ ଏବଂ ତୃତୀୟ ବିସ୍ଫୋରଣ ମଧ୍ୟ ଏକ ସ୍କୁଲ ନିକଟରେ ହୋଇଛି ।  ଏହି ବିସ୍ଫୋରଣ ସ୍କୁଲ ଛୁଟି ସମୟରେ ଯେତେବେଳେ ପିଲାମାନେ ଘରକୁ ଫେରୁଥିଲେ ସେହି ସମୟରେ ହୋଇଛି । ଏହି ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ପଶ୍ଚିମ କାବୁଲରେ ଏହି ବିସ୍ଫୋରଣ ଘଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: