କାଲିଠୁ ଗଡିବ “ମୋ ବସ୍”

ଭୁବନେଶ୍ୱର,୩/୮(ଓଡ଼ିଆନ୍ ମିଡ଼ିଆ)‌:  କାଲିଠୁ ଗଡିବ ‘ମୋ ବସ୍’ । ଆସନ୍ତାକାଲିଠୁ ପୁଣି ଗଡିବ ନନ୍ ଏସି ‘ମୋ ବସ୍’ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ । ୮ଟି ରୁଟରେ ଚଳାଚଳ କରିବାକୁ ଅନୁମତି ମିଳିଛି । ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ । ତେବେ ଶନିବାର ଓ ରବିବାର ବସ୍ ଚାଲିବନି । ଏନେଇ ‘ମୋ ବସ୍’ ପରିଚାଳନା ସଂସ୍ଥା ସିଆରୟୁଟି ପକ୍ଷରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: