କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ନାମଲେଖା ଉତ୍ସବ

ନବରଙ୍ଗପୁର,୨୧/୪,(ମିହିର ଶଙ୍କର ପାତ୍ର):-ମୁଣ୍ଡାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଉତ୍ସବ ପାଳିତ । ନୂତନ ଭାବରେ ପ୍ରଥମ ଥରପାଇଁ ବିଦ୍ୟାଳୟରେ ନାମଲେଖିଥିବା ଛୋଟଛୋଟ କୁନି ପିଲାମାନଙ୍କୁ ସେମାନଙ୍କ ବିଦ୍ୟାଳୟ ପ୍ରତି ଆଗ୍ରହ ପଡିବାପାଇଁ ବିଦ୍ୟାଳୟରେ ସିଆରସିସି ରମେଶଚନ୍ଦ୍ର ମାଝୀ,ପ୍ରଧାନଶିକ୍ଷକ ବାବୁଲାଲ ହରିଜନ ଏବଂ ଛାତ୍ରଛାତ୍ରୀ ମାନେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ନୂତନ ଭାବରେ ବିଦ୍ୟାଳୟକୁ ଆସିଥିବା କୁନିକୁନି ପିଲାମାନଙ୍କୁ ।ଯଦି ଏଭଳି ପଦକ୍ଷେପ ସବୁ ବିଦ୍ୟାଳୟରେ କରା ଯାଏ ତେବେ ନିଶ୍ଚିତ ଭାବରେ ପିଲାମାନଙ୍କ ବିଦ୍ୟାଳୟ ପ୍ରତି ଆଗ୍ରହ ବାଡିବ । ଖାଲି ବିଦ୍ୟାଳୟ ର ଶିକ୍ଷକମାନେ ନଇଁ ସରକାରୀ ସ୍ତରରେ ମଧ୍ୟ ଏହିଭଳିଆ ପଦକ୍ଷେପ ନେବା ଉଚିତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!