କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ ମନା

କେନ୍ଦ୍ରାପଡା୧/୮(ଓଡିଆନ ମିଡିଆ ‌): ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ପେନସନ ବିଭାଗ ଆଦେଶ ନମ୍ବର ୨୦୮୭ ତା ୨୨.୦୭.୨୦୨୦ରିଖ ଅନୁଯାଇ ଆସନ୍ତା ଅଗଷ୍ଠମାସ ୩୧ତାରିଖ ପର୍ଯ୍ୟନ୍ତ କୋଭିଡ-୧୯ର ସଂକ୍ରମଣ ପାଇଁ ଜିଲ୍ଲାପାଳଙ୍କ କାର୍ଯର୍ାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ନିମନ୍ତେ ବାରଣ କରାଯାଇଛି । ଯେଉଁମାନେ କିଛି ଅଭିଯୋଗ ଦର୍ଶାଇବାକୁ ଚାହୁଁଛନ୍ତି ସେମାନେ ସେମାନେ ଏକ ଫର୍ମରେ ଲିଖିତ ଭାବେ ସେମାନଙ୍କର ଅଭିଯୋଗକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏକ ନୋଟିସ ମାଧ୍ୟମରେ ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: