ଗଂଜେଇ ସହ ବୋଲେରୋ ଜବତ,୨ ଅଟକ

ମୈଦଲପୁର,୧୩/୬-ପାପଡାହାଣ୍ଡି ବ୍ଲକ ମୈଦଲପୁର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l ଦୁଇ ଜଣ ଗଂଜେଇ ଚାଲାଣ କାରି ଙ୍କୁ ଗିରଫ କରିବା ସହ ବୋଲେରୋ କୁ ଜବତ କରିଛି l ସୂଚନା ଅନୁସାରେ,ଏକ ବୋଲେରୋ (JH 1AD 9487)ମାଲକାନଗିରି ରୁ ଝାରଖଣ୍ଡ ର ପାଲାମୁ କୁ ଯାଉଥିବା ବେଳେ ମୈଦଲପୁର ପୋଲିସ ହାତରେ ଧରାପଡ଼ିଥିଲା l ଗାଡ଼ିରେ ଥିବା ପାଲାମୁ ଗ୍ରାମ ର ଜାହାଙ୍ଗିର ଆଲମ( 22)ଓ ଅଶୋକ ଫିରୋଜ ଆଲମ (20)କୁ ପୋଲିସ ଗିରଫ କରିଥିଲା l ଗାଡି ଭିତରୁ 64kg ଓଜନ ର ଗଂଜେଇ ବାହାରିଥିଲା l ଏହାର ଆନୁମାନିକ ବଜାର ମୂଲ୍ୟ 2ଲକ୍ଷ ଟଙ୍କା ହେବ ବୋଲି ଫାଣ୍ଡି ଅଧିକାରୀ ଅନାମ ଦିଆନ ସୂଚନା ଦେଇଛନ୍ତି lଘଟଣା ସ୍ଥଳରେ ମୈଦଳ ପୁର ପୁଲିସ ଏସ ଡି ପି ଓ ଶ୍ରୀ ଆଦିତ୍ୟ ସେନ, ଶୁଭେନ୍ଦୁ ଶବର, ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ, କନେଷ୍ଟବଲ କୁଶ ମାଝୀ, ପ୍ରବିଣ ପାଞ୍ଜିଆ ଓ ଷ୍ଟାପ ଉପସ୍ଥିତ ଥିଲେ l-ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

WhatsApp Image 2021 06 13 at 6.09.35 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: