ଗର୍ଭାଶୟ କର୍କଟ ରୁ ରକ୍ଷା କରେ ସ୍ତନ୍ୟପାନ

ପ୍ରତି ବର୍ଷ ଅଗଷ୍ଟ ମାସ ର ପ୍ରଥମ ସପ୍ତାହ କୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ରୂପରେ ପାଳନ କରାଯାଏ। ଏ ବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଗଲା । ଏ ବର୍ଷର ବାର୍ତ୍ତ। ଥିଲା “support breast feeding for a healthier planet”  ସ୍ତନ୍ୟପାନ ର ଉପକାର ପିଲା ସହ ମା କୁ ମଧ୍ୟ ମିଳିଥାଏ । ଏକ ଗବେଷଣା ରୁ ଜଣାଯାଇଛି ଯେଉଁ ମାଆ ସ୍ତନ୍ୟପାନ କରାଏ ତାର ଗର୍ଭାଶୟ କର୍କଟ ହେବାର ୨୫% କମ ହୋଇ ଥାଏ । ସ୍ତନ୍ୟପାନ ମାଙ୍କୁ ସୌନ୍ଦର୍ଯ୍ୟ ସହ ରୋଗରୁ ରକ୍ଷା କରିଥାଏ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!