ରାଜନଗର, ୧୪।୯: ରାଜନଗର ବ୍ଲକ ପେଣ୍ଠ ଗ୍ରାମରୁ ୧୨ଫୁଟର ଅଜଗର ଉଦ୍ଧାର ହୋଇଛି । ଜୈନେକ ବ୍ୟକ୍ତିଙ୍କ ବାଡରେ ଦିଆଯାଇଥିବା ଜାଲରେ ବଡ ଅଜଗରଟି ଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଗାଁର କିଛି ଯୁବକ ଜାଲଟିକୁ କାଟି ଅଜଗରଟିକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନର ଜଉଦିଆ ଜଙ୍ଗଲରେ ଛାଡି ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |