ଚିଲିକା ବିଜେଡ଼ି ପାଇଁ ଆଡୁଆ ବଢାଉଚି ମଦମାଫିଆ

ଚିଲିକା,(ଦୁ.ପ୍ର) : ୧୦୧୯ ସାଧାରଣ ନିର୍ବାଚନରେ ଚିଲିକାର ମଦମଫିଆ ରଘୁନାଥ ସାହୁକୁ ବିଜେଡିର ଦଳିଅ ଟିକଟ ନ ମଳିବିାର ୁବଚିରା ରଘ ୁବାୟା ହୋଇ ଅତି ଅସଭ୍ୟ ଭାଷାରେ ବିଜେଡି ଦଳ, ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ବାବୁଙ୍କ ନାମରେ ଗାଳି କରୁଥିବା କଥା ଆଲୋଚନା ଜୋର ଧାରିଥିଲା । ଏମିତି କି ପ୍ରଶାନ୍ତ ଜଗଦେବଙ୍କୁ ଦଳଅିା ଟକିଟ ମଳିବିା ପରେ ଜଗଦେବଙ୍କର ଚେର କାଟିବାରେ ଲାଗିପଡିଥିଲା କିନ୍ତୁ ସମୟ ଚକ୍ର ବଳବାନ ହେତୁ ମଦମାଫିଆ ରଘୁର ସମସ୍ତ ହୀନ ପୟ୍ରାସ ଫେଲ ମାରଲିା ଏବଂ ପଶ୍ରାନ୍ତ ଜଗଦେବ ଓରଫ ଗଣେଷ ଜଗଦେବ ବହୁ ସଂଖ୍ୟକ ଭୋଟରେ ବଜିୟ ପ୍ରାପ୍ତ ିହୋଇ ଥେିଲ । ଗଣେଷ ଜଗଦେବ ବଧିାୟକ ହେବା ପରେ କାଇଁ କେଜାଣି ମଦ ମାଫିଆ ରଘୁ ରକ୍ତ ଚାଉଳ ଚୋବେଇବା କଥା ସମଗ୍ର ଚଲିକିା ନର୍ବିାଚନ ମଣ୍ଡଳେିର
ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ସେଇ ଦନି ଠାର ୁପବୁର୍ତନ ବଧିାୟକ ରଘ ୁଚଲିକିା ର ସମସ୍ତ ଉନତ୍ନମିଳୂକ କାର୍ଯ୍ୟରେ ବାଧା ସୃଷ୍ଟି ଅଥବା ଭାଙ୍ଗୁଶିଆ କରୁଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହଉଚି । ବାଲୁଗାଁବାଣପୁର ରାସ୍ତାରେ ଏକ ଓଭରବଜ୍ରି ଆଜି ପର୍ଯ୍ୟନ୍ତ ନ ସରିବାର ମୁଖ୍ୟ କାରଣ ପବୁର୍ତନ ବଧିାୟକ ରଘ ୁସାହୁ ବୋଲି ଆଲୋଚନା ହେଉଚି । ପ୍ରକାଶଥାଉ କି ବାଲୁଗାଁ-ବାଣପୁର ରାସ୍ତାରେ ଓଭରବ୍ରିଜ ପାଇଁ ଜାଗା
ବାବଦକୁ ସରକାରଙ୍କ ଠାରୁ ସମ୍ପୁର୍ଣ୍ଣ ଟଙ୍କା ନେଇ ସାରବିା ପରେ ଉକ୍ତ ଜାଗାକୁ ଯଥା ଖାତା ନଂ ୨୧୩/ ୧୧୪୪, ପ୍ଲଟ ନଂ. ୨୭୪/ ୧୦୩୨, ୨୭୪/୧୬୬୮କୁ ପବୁର୍ତନ ବଧିାୟକ ରଘ ୁଏବଂ ତାଙ୍କ ପଅୁ ଦଲିପି ସାହ ୁଜୋର ଜବରଦସ୍ତ ଭାବରେ ପାଚେରି ଗଢି ନିଜ ଅକ୍ତଅିାରରେ ରଖଛିନ୍ତ ିଏବଂ ସେହି କାରଣର ୁଉକ୍ତ ଓଭରବଜ୍ରିର କାର୍ଯ୍ୟ ବହ ୁବଷ ର୍ଧର ି ଠପ ହୋଇପଡଛିି ଯାହାଫଳରେ ବାଲଗୁା ଁଏବଂ ବାଣପରୁ
ବାସଙ୍କିୁ ବହୁ ଅସୁବଧିାର ସମ୍ମୁଖନି ହେବାକ ୁପଡଚୁ ିା ନକିଟରେ ତା ୧୩-୦୩-୨୦୨୦ରିଖ ରେ ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତ ିଏବଂ ମହଳିା ସମାବେଶକୁ ନଜିର କେତୋଟ ିହାତ ଗଣତ ିମଦଅୁା ଏବଂ ଭାଡ଼ୁଆ ସମର୍ଥକଙ୍କ ଦ୍ୱାରା ଭାଙ୍ଗଣୁଅିା କରବିାକ ୁସମସ୍ତ ପୟ୍ରାସ କୁ ବାଲୁଗାଁ ଏନ.ଏ.ସି.ର ନବ ନର୍ବାଚତି ବେିଜଡ ିସଭାପତ ିଶ୍ରୀ ଜୟନ୍ତ କମୁାର….

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: