ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୩/୦୯:  ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ଦେଲେ ମୁଖ୍ୟମନ୍ତ୍ରୀ । ଅଶୋକ ପଣ୍ଡା ହେଲେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ସେହିପରି ନୂଆପଡ଼ା ଦାୟିତ୍ୱରେ ଟୁକୁନି ସାହୁ, ପୁରୀ ଦାୟିତ୍ୱରେ ନିରଞ୍ଜନ ପୂଜାରୀ ।ରୋହିତ ପୂଜାରୀ ବଲାଙ୍ଗିର, ଅନନ୍ତ ଦାସ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ ବରଗଡ଼, ବ୍ୟୋମକେଶ ରାୟ ଭଦ୍ରକ, ମହୀଧର ରଣା-ବୌଦ୍ଧ, ପ୍ରମୋଦ ମଲ୍ଲିକ କଟକ, ରାଜେନ୍ଦ୍ର ଢୋଲକିଆ ଦେବଗଡ଼, ବାସନ୍ତୀ ହେମ୍ବ୍ରମ ଢ଼େଙ୍କାନାଳ, ଜଗନ୍ନାଥ ସାରକା ଗଜପତି, ପ୍ରଫୁଲ୍ଲ ମଲ୍ଲିକ ଗଞ୍ଜାମ, ପ୍ରମିଳା ମଲ୍ଲିକ ଜଗତସିଂହପୁର, ସମୀର ଦାସ ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇ ଝାରସୁଗୁଡ଼ା, ନବ ଦାସ କଳାହାଣ୍ଡି, ଶ୍ରୀକାନ୍ତ ସାହୁ କଳାହାଣ୍ଡି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡ଼ା, ଜଗନ୍ନାଥ ନାଏକ କେନ୍ଦୁଝର, ରାଜେନ୍ଦ୍ର ସାହୁ ଖୋର୍ଦ୍ଧା, ରଘୁରାମ ପଡାଲ କୋରାପୁଟ, ତୁଷାରକାନ୍ତି ବେହେରା ମାଲକାନଗିରି, ଅଶ୍ୱିନୀ ପାତ୍ର ମୟୂରଭଞ୍ଜ, ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: