ଜୁନ୍‌ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ,୧୪/୦୩: କରୋନା ମହାମାରୀ ଯୋଗୁ ଗତବର୍ଷ ଅମରନାଥ ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଜୁନ୍‌ ୨୮ରୁ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବ ଏବଂ ଏହା ୫୬ ଦିନ ପାଇଁ ଚାଲିବ । ଉଭୟ ବଲତାଲ ଏବଂ ଚନ୍ଦନୱାରୀ ମାର୍ଗ ଦେଇ ଶ୍ରଦ୍ଧାଳୁମାନଙ୍କୁ ଯିବା ପାଇଁ ଅନୁମତି ଦିଆଯିବ । ପ୍ରତି ମାର୍ଗ ଦେଇ ଦୈନିକ ଯାଉଥିବା ଯାତ୍ରୀମାନଙ୍କ ସଂଖ୍ୟାକୁ ୭,୫୦୦ରୁ ୧୦,୦୦୦କୁ ବୃଦ୍ଧି କରାଯାଇଛି । ଏଥରକ ଶ୍ରଦ୍ଧାଳୁମାନଙ୍କ ପାଇଁ ବୀମାରାଶିକୁ ମଧ୍ୟ ୩ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: