ଟି-୨୦ ବିଶ୍ୱକପରେ ନୂଆ ଜର୍ସିରେ ନଜର ଆସିବେ ଭାରତ ଦଳ

ନୂଆଦିଲ୍ଲୀ,୧୪|୦୯: ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି   ଭାରତୀୟ ଦଳ ଘୋଷଣା କରାଯାଇଛି।ଏଥି ପାଇଁ ଭାରତୀୟ ଟିମ୍ ନିଜକୁ ପ୍ରସ୍ତୁତି କରୁଛି ।  ଏଥିରେ  ନୂଆ ଜର୍ସିରେ  ଖେଳିବ ଭାରତ ।ଟିମ୍‌ ଇଣ୍ଡିଆର ନୂଆ ଜର୍ସି ।   ଟି-୨୦ ବିଶ୍ୱକପରେ ନୂଆ ଜର୍ସିରେ ନଜର ଆସିବେ ଭାରତ ଦଳ। ଟିମର ଅଫିସିଆଲ କିଟ୍ ସ୍ପନସର ଏମପିଏଲ ସ୍ପୋର୍ଟ୍ସ ମଙ୍ଗଳବାର ଏକ ଘୋଷଣ କରିଛି ଯେ, ମ୍ୟାନ ଇନ ବ୍ଲୁ ଆସନ୍ତା ଟି-୨୦ ବିଶ୍ୱ କପ ୨୦୨୨ରେ ନୂଆ ଜର୍ସିରେ ଦେଖାଯିବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: