ଯାଜପୁର, ୧୯/୧୧: ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ୍ଟ୍ରେ| ନ୍ ଛାଡ଼ିଦେବାରୁ ଖସିପଡ଼ିଲେ ୨ ଯାତ୍ରୀ । ଟ୍ରେନକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ । ଟ୍ରେନରୁ ଖସିପଡ଼ିଥିବା ଦୁଇଜଣ ଯାତ୍ରୀଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥି ମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ୩୬ ବର୍ଷୀୟ ବଟକୃଷ୍ଣ ସେଠୀ ବୋଲି ଜଣାପଡ଼ିଛି ।ଦୁଇ ଜଣଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥିମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ବଟକୃଷ୍ ସେଠୀ ବୟସ ୩୬ ବୋଲି ଜଣା ପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |