ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୮।୩: ହୋଲି ପର୍ବ ହିନ୍ଦୁମାଜଣ ସାଧାରଣ ସହ ଡାବୁଗାଁ ସଦର ମହାକୁମ ଠାରେ ନାଚିଲେ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ହୋଲିନଙ୍କ ଏକ ପ୍ରମ୍ମୁଖ ପର୍ବଅଟେ ତେଣୁ ବେଶଧୂମ ଧାମରେ ପାଳନ କରାଯାଉଛି ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁ ସାଜିତ ବିମାନରେ ଗ୍ରାମ ପରିକ୍ରମା କରିଲେ। ହୋଲି ଉତ୍ସବ ଅବସରରେ ଡାବୁଗାଁ ଅଞ୍ଚଳ ଚାରିଆଡେ ଉତ୍ସବ ମୁଖୁର ପରିବେଶ ହଇଯାଇଛି ।ଆଜି ଏହି ଅବସରରେ ରାଧାକୃଷ୍ଣ ମନ୍ଦିର,ଜଗନ୍ନାଥ ମନ୍ଦିର ,କେଲିଆ, ଜୟନ୍ତୀନଗର, ଡଙ୍ଗରିଗୁଡା ଆଦି ବିଭନ୍ନ ସ୍ଥାନରେ ଧୂମ ଧାମରେ ପାଳିତ ହେଲା ହୋଲି ଉତ୍ସବ।ଏହି ଅବସରରେ ଡାବୁଗାଁ ସଦର ମହାକୁମ ଠାରେ ଜଣ ସାଧାରଣ ସହ ଡାବୁଗାଁ ସଦର ମହାକୁମ ଠାରେ ନାଚିଲେ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ହୋଲି ଉତ୍ସବ ପାଳନ ଅବସରରେ ଜଗନ୍ନାଥ ମନ୍ଦିର ଆଗରେ ଦହି ହାଣ୍ଡି ଫିଟାଗଲା ଏବଂ ଆଜି ଏହି ଅବସରରେ ଉପସ୍ଥିତ ଥିଲେ ବିଧାୟକଙ୍କ ସହ ସ୍ଥାନୀୟ ବିଜେଡି ନେତାମାନେ ଯଥା ଜିଲାପରିଷଡଦ ସଭ୍ୟ ଗୁପ୍ତ ବିଷୟି ,ସାଂସଦ ପ୍ରତିନିଦି ବୁଲୁରାଓ ସମେତ ଅନେକ ବରିଷ୍ଟ ନେତା ତଥା ପାପଡାହାଣ୍ଡି ବ୍ଲକ ଉପଧକ୍ଷ ସୁଶାନ୍ତ କୁମାର ବେହେରା ମଧ୍ୟ ଯୋଗଦେଇ ଥିଲେ ।ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ନାଚଗୀତାର ଅସାର ଜମିଥିଲା।ହିନ୍ଦୁ ଭାଇମାନେ ଆଜି ଏହି ଭାଇଚାରାର ପର୍ବ ଧୁମଧାମରେ ପାଳନ କଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |