ନବରଙ୍ଗପୁର,(ମିହୀର ଶଙ୍କର ପାତ୍ର)୦୭/୦୪ :-ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ପ୍ରତିଷ୍ଠା ଦିବସ ପାଳନ କରା ଯାଇଛି। ଏହି ଅବସରରେ ମଣ୍ଡଳ ବିଜେପି ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ସାଧାରଣ ସଂପାଦକ ମହେଶ ପାତ୍ର, ଜିଲ୍ଲା ପରିଷଦ ପ୍ରାର୍ଥୀ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ସାଧାରଣ ସଂପାଦକ ଭୀମସେନ ଜେନା, ଡଙ୍ଗରିଗୁଡା ସଭାପତି ନରୁ ସିଂ, ଭୀକି ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ପତାକା ଉତ୍ତୋଳନ ପରେ ଭାରତମାତା କି ଜୟ ଧ୍ୱନି ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |