୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI   ଅଧିକାରୀ

ବୌଦ୍ଧ ,୨୫/୧୧:୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI   ଅଧିକାରୀ   । ଏହାରି ମଧ୍ୟରେ ଖବର ମିଳିଛି କି, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏଏସଆଇ ଅଧିକାରୀ ।  ଜହ୍ନପଙ୍କ ଫାଣ୍ଡି ଅଧିକାରୀ ବା ଏଏସଆଇ ମଦନ ମୋହନ ପ୍ରଧାନକୁ ଧରିଛି ଭିଜିଲାନ୍ସ । ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଏଏସଆଇ ବାବୁ । ପୂର୍ବମୁତାବକ ଯୋଜନା ଅନୁସାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଭିଜିଲାନ୍ସ ଅଧିକାରୀ । ଠିକ୍ ଲାଞ୍ଚ ନେଉଥିବା ବେଳେ ମଦନଙ୍କୁ ମାଡ଼ିବସିଥିଲେ ଓ ପରେ ଥାନାକୁ ନେଇଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: