ତିନି ରଥ ପାଇଁ ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ,ଚକ ଡେରା ସମ୍ପନ୍ନ

ପୁରୀ,୩/୬: ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଛି । ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିବା

WhatsApp Image 2021 06 03 at 12.23.35 PM

ପରେ ପୂର୍ବରୁ ପ୍ରସ୍ତୁତ ଥିବା ୬ଟି ଚକ ସହ ୩ଟି ଅଖରେ ସଂଯୋଗ କରାଯିବା ପରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାଇଛନ୍ତି। ସୂଚନା ମୁତାବିକ, ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ। ଏହି ଅବସରରେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରଯାଇଛି।ଏଥି ସହ ପ୍ରଥମ ହରିବୋଲ ପଡିଛି। ଚକ-ଅଖ ଡେରା ବିଧି ସମ୍ପନ୍ନ କରି ଭୋଇ ସେବକମାନେ ପ୍ରଥମ ହରିବୋଲ ପକାଇଛନ୍ତି।

WhatsApp Image 2021 06 03 at 12.23.34 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: