ଦିବ୍ୟଜୀବନ ସଂଘ ତରଫରୁ ମହାଶିବରାତ୍ରି ପାଳିତ

 

ବ୍ରହ୍ମପୁର-୧୨/୩(ମନୋଜ କୁମାର ପାତ୍ର): ବଡିଆଓସ୍ତା ଦିବ୍ୟଜୀବନ ସଂଘ ତରଫରୁ ସ୍ବାମୀ ରାମଦାସ ନନ୍ଦ ସରସ୍ୱତୀ ଅଧ୍ଯକ୍ଷତାରେ ବ୍ରାହ୍ମମୁହୂର୍ତ୍ତ ସାଧନା, ଗୁରୁ ପାଦ ପୂଜା, ଓଁ ନମଃ ଶିବାୟ ଲକ୍ଷ ଅର୍ଚ୍ଚନା ଓ ଜାଗର ଉତ୍ସବ  ପାଳିତ ହୋଇଥିଲା। ଏଥିରେ ସଂପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ। ଆଖପାଖ ଅଂଚଳ ର  ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ସଙ୍କେତ, ସନାତନ,ମନୋଜ, ସୀତାରାମ ଗୁରୁଭାଇ ମାନେ ଭଜନ ଓ କୀର୍ତ୍ତନ ରେ ଭାଗ ନେଇଥିଲେ। ସ୍ବାମୀଜୀ ରାମଦାସ ନନ୍ଦ ଶିବରାତ୍ରି ଉପଲକ୍ଷେ ଆର୍ଶୀବଚନ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: