ଧାତୁ ବିଜ୍ଞାନୀ ସୋମନାଥ ମିଶ୍ରଙ୍କ ଦେହାନ୍ତ

ରାଉରକେଲା, ୯/୭ : ବିଶିଷ୍ଟ ଧାତୁ ବିଜ୍ଞାନୀ ସୋମନାଥ ମିଶ୍ରଙ୍କ ଦେହାନ୍ତ । ରାଉରକେଲାଠାରେ ୮୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । ୨୨ବର୍ଷ ଧରି ସେ ରାଉରକେଲାର ଏନଆଇଟିର ଅଧ୍ୟକ୍ଷ ଥିଲେ । ଉକ୍ତ ସମୟରେ ଏନଆଇଟି ରାଉରକେଲାକୁ ଉତ୍କର୍ଷ କରିବାରେ ତାଙ୍କ ଅବଦାନ ଅତୁଳନୀୟ ରହିଛି । ତାଙ୍କର ଦେହାନ୍ତ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି । ସୋମନାଥଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: