କାମାକ୍ଷାନଗର,୧୪/୯:କାମାକ୍ଷାନଗର ଅଞ୍ଚଳର ଦୁଇ ଯୁବନେତା ତଥା ଭଟଲି ନିର୍ବାଚନମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ଗଣେଶ ମହାକୁଡ଼ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ଇଂ ହିମାଦ୍ରି ଦାସ ଢେଙ୍କାନାଳ ଜିଲ୍ଲାର ମଙ୍ଗ ଧରିଲେ । କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ଙ୍କ ଅନୁମୋଦନ କ୍ରମେ ନମୋ ଇଣ୍ଡିଆ ୨୦୨୪ ମିଶନ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲା ସଭାପତି ଭାବରେ ଇଂ ହିମାଦ୍ରି ଦାସ ଦାୟୀତ୍ବ ପାଇଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା ସଂଗଠନ ମନ୍ତ୍ରୀ ଭାଵରେ ଗଣେଶ ମହାକୁଡ଼ ଦାୟୀତ୍ବ ଗ୍ରହଣ କରିଛନ୍ତି । ଏହାକୁ ନେଇ ଢେ଼ଙ୍କାନାଳ ଜିଲ୍ଲାରେ ଯୁଵମାନସ ରେ ଖୁସୀର ଲହରୀ ଖେଳିଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |