ନାଟକ””ସ୍ଵର୍ଗରେ ଲକଡାଉନ” ମନ ମୋହିଲା

 

ବ୍ରହ୍ମପୁର,୨୮/୩(ମନୋଜ କୁମାର ପାତ୍ର):ବିଶ୍ଵନାଟ୍ୟ ଦିବସ ଅବସରରେ ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ତରଫରୁ ମୁକ୍ତ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଯାଇଛି ହାସ୍ୟରସାତ୍ମକ ନାଟକ” ସ୍ଵର୍ଗରେ ଲକଡାଉନ୍ “। ଡ଼. ନାରାୟଣ ସାହୁ ନାଟକକୁ ରଚନା କରିଥିବା ବେଳେ ରାଜକିଶୋର ପାଢ଼ୀ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ସହନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିବା ବେଳେ ସଂଗୀତରେ ଯତୀନ୍ ଦାସ,ଅଭୟେନ୍ଦୁ ପଟ୍ଟନାୟକ ଓ ଅଶ୍ୱିନୀ ମହାପାତ୍ର ସହଯୋଗ କରିଥିଲେ । ନାଟକରେ ସଂଗ୍ରାମ,ସୁଦାମ,ମଧୁ,ପ୍ରିତୀ,ନଳିନୀ,ମନୋଜ,ସପନ,ସୁମନ୍, ସନ୍ଦୀପ,ସସ୍ମିତା ରାଣୀ ରାଉତ ଓ ପ୍ରିୟାନସା ପ୍ରମୁଖ ଅଭିନୟ କରିଥିଲେ । ନାଟକଟି ଦର୍ଶକଙ୍କ ମନ ମୋହିଥିଲା । ନାଟକ ଦେଖିବା ପାଇଁ ବହୁ କଳାକାରଙ୍କ ଭିଡ଼ ଜମିଥିଲା ।

3ae6d3d5 3719 40e8 a1fb b473bff80c97

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: