ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ

ମୁମ୍ବଇ,୯ ।୩ – ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଅଭିନେତା ତଥା ସତୀଶଙ୍କ ବନ୍ଧୁ ଅନୁପମ ଖେର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି ।ସତୀଶ ଲୋକପ୍ରିୟ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ଥିଲେ । ସେ ବହୁ ଚଳଚ୍ଚିତ୍ରର ନିର୍ଦେଶନା ସହ ଏହାକ ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!