ପାଟ୍ଟଶାଳା ନଦୀରେ ଭାସୁଛି ମଲା କୁମ୍ଭୀର

ରାଜନଗର,୨ା୬ ; ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ଶିଳପୋଖରୀ ଗ୍ରାମ ନିକଟରେ ପାଟ୍ଟଶାଳା ନଦୀରେ ୩ଫୁଟର ମୃତ କୁମ୍ଭୀର ଛୁଆ ମରି ଭାସୁଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ଏହି ଗ୍ରାମର କିଛି ଯୁବକ କୁମ୍ଭୀର ମରି ଭାସୁଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ କନିକା ରେଞ୍ଜର କର୍ମଚାରୀ ତାକୁ ଉଦ୍ଧାରକରି ସ୍ଥିତ କନିକା ବନାଞ୍ଚଳ କାର୍ଯ୍ୟାଳୟ କୁ ନେଇଯାଇଛନ୍ତି । ଗୁରୁବାର ତାର ବ୍ୟବଛେଦ କରାଯିବ । ମୃତ କୁମ୍ଭୀରର ଦେହରେ କୈାଣସି କ୍ଷତଚିହ୍ନ ଦେଖିବାକୁ ମିଳିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: