ପିପୁଲ ଫର ନିଡି ଗ୍ରୁପ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

ରାଜନଗର,୮/୯; ରାଜନଗର ବ୍ଲକ ବନ୍ୟା ପ୍ରଭାବିତ ଓସ୍ତିଆ ପଚାଂୟତର ତଳଓସ୍ତିଆ ଗ୍ରାମରେ ପିପୁଲ ଫର ନିଡି ଗ୍ରୁପ ପକ୍ଷରୁ ରିଲିଫ ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଅନିରୁଦ୍ଧ ବରାଳଙ୍କ ନେତୃତ୍ୱରେ ତୃଷାରକୁମାର ସାମଲ, ସୁରେନ୍ଦ୍ର ବରାଳ, ସୁଜିତ ନାୟକ, ବିବେକାନନ୍ଦ ରାଉତ, ସୁରେଶକୁମାର ଓ ମହେନ୍ଦ୍ର ପ୍ରମୁଖ ସାମିଲ ହୋଇ ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!