ପୂର୍ବତଟ ପକ୍ଷରୁ ୪ ଟ୍ରେନ୍ ବାତିଲ

ଭୁବନେଶ୍ୱର ,୧୪/୦୯ : ଅନୁଗୁଳ-ତାଳଚେର ରୋଡ୍ ଖରାପ ପାଇଁ ପୂର୍ବତଟ ପକ୍ଷରୁ ୪ଟି ଟ୍ରେନ୍ ବାତିଲ ହୋଇଛି । ରାଉରକେଲା-ପୁରୀ ସ୍ପେଶାଲ ଟ୍ରେନ୍ ବାତିଲ ହେବା ସହିତ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ, ପୁରୀ-ରାଉରକେଲା ଓ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ୮ଟି ଟ୍ରେନର ଗତିପଥ ବଦଳିଥିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: