ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୬।୩ : କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବଡଗୁମୁଡା ଗ୍ରାମର ପୋଲିସ ର ଉପସ୍ଥିତ ରେ ଚାଲିଛି ଖୁଲମଖୁଲା ଖିଡିଖିଡି । କୋଡ଼ିଙ୍ଗା ଥାନାରେ କାର୍ଯ୍ୟରତ କିଛି ବ୍ୟକ୍ତି ର ଉପସ୍ଥିତ ରେ ଏକ ଯାତ୍ରା ରେ ଅବୈଧ ଖିଡିଖିଡି ଖେଳ ଚାଲିଛି । ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଯଦି ଘଟଣା ଟି ସତ୍ୟ , ତାହେଲେ ଅଧିକାରୀ ମାନେ ତଦନ୍ତ କରି ଦୋଷୀ ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା ହେଉଛି। ଏ ବିଷୟରେ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ ଫୋନ କରିବା ପରେ ସେ ଫୋନ ଗ୍ରହଣ କରି ନ ଥିଲେ।ରି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |