ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ପଡ଼ିଲା ଲାଲ୍ କାର୍ପେଟ

ପୁରୀ,୧୫/୩ : ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ପଡ଼ିଛି ଲାଲ୍ କାର୍ପେଟ । ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ସମ୍ପୂର୍ଣ୍ଣ କୋହଳ ହେବା ପରେ ଏବେ ପୁରୀରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ ଲାଗୁଛି । ପ୍ରଚଣ୍ଡ ଖରାରେ ପ୍ରବଳ ଗହଳି ଯୋଗୁଁ ଭକ୍ତ କଲବଲ ହେଉଛନ୍ତି।ମାର୍କେଟ ଛକ ଯାଏଁ ଭକ୍ତଙ୍କର ଲମ୍ବା ଧାଡ଼ି ଲାଗୁଛି । ଖରାରେ ବଡ଼ଦାଣ୍ଡରେ ଠିଆ ହେବା ମଧ୍ୟ ମୁସ୍କିଲ । ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନାଲି କାର୍ପେଟ ପକାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: