ବର୍ଷା ଜଳ ପିଇବା କେତେ ଉପକାରୀ??

ସାଧାରଣରେ ଆମେ ବର୍ଷା ଜଳ କୁ ପିଇବା ରେ ବ୍ୟବହାର କରି ନ ଥାଉ। କାରଣ ଭୟ ରହିଥାଏ କିଛି ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍। କାରଣ ଏଥିରେ ରହିଛି ଅନେକ ରୋଗ ଦୂର କରିବାର କ୍ଷମତା। ଆୟୁର୍ବେଦ ରେ ଏହାକୁ ମାହେନ୍ଦ୍ର ଜଳ ବୋଲି କୁହାଯାଏ। କାରଣ ଏହା ସମ୍ପୂର୍ଣ୍ଣ ଶୁଦ୍ଧ ଓ ପବିତ୍ର। କେବଳ କିଛି ସାବଧାନତା ଅବଲମ୍ବନ କରି ବ୍ୟବହାର କରି ହେବ। ଏହି ଜଳ ସାଧାରଣ ଜଳ ଠାରୁ କ୍ଷାରୀୟ ଅଟେ। ଫଳରେ ଆମ ରକ୍ତର ଆମ୍ଳୀୟ ମାତ୍ରା କୁ କମ୍ କରି ରକ୍ତ କୁ ପରିଷ୍କାର କରିଥାଏ। ଏହା କ୍ୟାନସର ଭଳି ତତ୍ଵକୁ  ନଷ୍ଟ  କରିଥାଏ। ହଜମ ପକ୍ରିୟ କୁ ଠିକ୍ କରି ଶରୀର ଓ କେଶ ରେ କାନ୍ତି ବୃଦ୍ଧି କରିଥାଏ। ଏହି ଜଳ ରେ ଫ୍ଲୋରାଇଡ୍ ଭଳି ହାନି କାରକ ଖଣିଜ ନ ଥାଏ। ଏହା ଆମେ ପିଉଥିବ ମିନେରାଲ ୱାଟର ଓ RO water ଠାରୁ ଅଧିକ ଉପକାରୀ। ତେଣୁ ଉପଯୁକ୍ତ ଯତ୍ନ ସହ ଏହାକୁ ବ୍ୟବହାର କରାଯାଇପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: