ଆମେ ଖାଉଥିବା ପରିବା ମଧ୍ୟରେ ବାଇଗଣ ପ୍ରମୁଖ ଅଟେ। କେତେକ ଲୋକ ଏହାକୁ ଭୁଲ ଭାବରେ ଖାଇବାକୁ ପସନ୍ଦ କରିନଥିବାବେଳେ କେତେକ ଧାର୍ମିକ ଦୃଷ୍ଟିରୁ ଖାଇନଥାନ୍ତି। କିନ୍ତୁ ବାଇଗଣ କେବଳ ସ୍ୱଦିଷ୍ଟ ନୁହେଁ ବଂର ପୌଷ୍ଟିକ ଅଟେ।ଏଥିରେ ପ୍ରୋଟିନ, ଖଣିଜ ଲବଣ, କାର୍ବୋହାଇଡ୍ରେଟ ଓ ପ୍ୟାଟ୍ ରହିଛି । ଭିଟାମିନ ମଧ୍ୟରେ ଭିଟାମିନ ଏ ବି ତଥା ଡି ଥାଏ । ଆଇରନ ଓ ମ୍ୟାଗନେସିୟମ ପ୍ରଚୁର ପରିମାଣରେ ରହିଥାଏ। ବାଇଗଣ ବହୁତ ଔଷଧୀୟ ଗୁଣ ରେ ଭରପୁର। ଏହା ରକ୍ତ କୁ ବଢେଇବା ସହ ରକ୍ତ କୁ ଶୁଦ୍ଧ କରିଥାଏ। ଅଧିକ ଭିଟାମିନ ଡୀ ଥିବାରୁ ଏହା ହାଡ଼ କୁ ଶକ୍ତ କରିଥାଏ ।ପୋଟାସିମ ଓ ମଗ୍ନେଶିୟମ୍ ପାଇଁ ଏହା ହୃଦୟ ପାଇଁ ଲାଭ କରିଥାଏ ଭିଟାମିନ ଏ ପାଇଁ ଆଖି ରୋଗ ରେ ଲାଭ ଦେଇଥାଏ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |