ନୀଳଗିରି ,୧୪/୦୭: ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ଜିଲ୍ଲାପାଳଙ୍କ ଗସ୍ତ । ପଂଚଲିଙ୍ଗେଶ୍ୱରର ସର୍ବାଙ୍ଗୀନ ଉନ୍ନତିକରଣ ତଥା ପୀଠରେ ଶୌଚାଳୟ,ପାନୀୟଜଳ, ଦୋକାନୀଙ୍କର ସ୍ଥାୟୀ ବ୍ୟବସ୍ଥା, ନିୟୁ ପାର୍କିଂ, ପଂଚଲିଙ୍ଗେଶ୍ୱର, ଖୁମକୁଟ ଡ୍ୟାମ ରାସ୍ତା ସହ ଉନ୍ନତିକରଣ ନେଇ ଜିଲ୍ଲାପାଳ ଡିଏଫଓ, କୁଳଡିହା ରେଞ୍ଜର, ଉପଜିଲ୍ଲାପାଳ, ଔପଦା ବ୍ଲକର ବିଡ଼ିଓ, ନୀଳଗିରି ତହସିଲଦାର, ଗ୍ରାମ୍ୟଉନ୍ନୟନ ବିଭାଗର ଏସଡିଓ, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |