ବାଲେଶ୍ୱରରେ ଆଗୁଆ ବିଜେଡି

ବାଲେଶ୍ୱର,୧୦ /୧୧ : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ  ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ବାଲେଶ୍ୱର ପୋଷ୍ଟାଲ ଭୋଟରେ ବିଜେପିଠାରୁ ୬୧୫ ଭୋଟ୍ ରେ ବିଜେଡି ଆଗୁଆ ରହିଛି । ମୋଟ ୭୧୮୪ ପୋଷ୍ଟାଲ ଭୋଟ୍ ଗଣତି ହୋଇଛି । ବିଜେଡିକୁ ୩୪୨୭ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୮୧୨ ଓ କଂଗ୍ରେସକୁ୯୦୦ ଭୋଟ୍ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: