- ଉମରକୋଟ – ୨୫/୫(ମିହିର ଶଙ୍କର ପାତ୍ର, ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର 8 ନ ୱାର୍ଡ ରେ ଏକ ଅଭାବନୀୟ ଘଟଣା ଘଟିଛି। ବାସି ବିରୀୟ।ନି ଜଣେ ୫ ବର୍ଷ ଝିଅ ର ମୃତ୍ୟୁ ଘଟିବା ସହ ଅନ୍ୟ 3 ଛୁଆ ଗୁରୁତର ଅବସ୍ଥା ରେ ଉମରକୋଟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୋତ କାଲି ରାତି ସଂଜୁ ହରିଜନ ଙ୍କ ଘରେ ବିରୀୟ।ନି ରନ୍ଧା ହେଇଥିଲା। ଆଜି ସକାଳେ ଲଛମନ ହରିଜନ ଙ୍କ 2 ଝିଅ ଓ 1 ପୁଅ ପାଣି ଆଣିବା ପାଇଁ ସଞ୍ଜୁ ଙ୍କ ଘର ପାଖ କୁ ଯାଇଥିଲେ। ତେବେ ସଞ୍ଜୁ ଙ୍କ ଘରେ କାଲି ରାତି ର ବାସି ବିରୀୟ।ନି ଥିବା ଏହି 3 ଛୁଆ ଜାଣି ପାରି ସଞ୍ଜୁ ଙ୍କୁ ମାଗିଥିଲେ। ସଞ୍ଜୁ ମଧ୍ୟ ତାଙ୍କୁ ଦେଇଥିଲେ। ତେବେ ଦିନ ପ୍ରାୟ ୨ ଟା ସମୟ ରେ ଲଛମନ ହରିଜନ ଙ୍କ 3 ଛୁଆ ଓ ରାଇତ ହରିଜନ ର ପୁଅ ର। ଉ ଲ ହରିଜନ ଅସୁସ୍ଥ ହେଇ ଉମରକୋଟ ମେଡିକାଲ୍ କୁ ଚିକିତ୍ସା ପାଇଁ ଯାଇଥିଲେ। ମେଡିକାଲ୍ ରେ ଚିକିତ୍ସା ହେବ। ପରେ ଚିକିତ୍ସା କରୁଥିବା ଡକ୍ଟର 4 ଜଣ ଙ୍କୁ ନିଜ ନିଜ ଘର କୁ ପଠାଇ ଦେଇଥି ଲେ। ତେବେ ସନ୍ଧ୍ୟା 7 ଟା ସମୟ ରେ ଏହି 4 ଜଣ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ଉମରକୋଟ ହସ୍ପିଟାଲ୍ କୁ ନିଆ ଯାଇଥିଲା। ହସ୍ପିଟାଲ୍ ପହଞ୍ଚିବା ଆଗରୁ କୟେ ହରିଜନ (ଝିଅ)5 ବର୍ଷ ମୃତ୍ୟୁ ହୋଇସାରିଥିବ। ବେଳେ ଘସନି ହରିଜନ ୮ , ଦାଉଦ୍ ହରିଜନ ୩ବର୍ଷ ଓ ରାଉ ଲ ହରିଜନ 2 ବର୍ଷ ଗୁରୁତର ହେଇ ଉମରକୋଟ ହସ୍ପିଟାଲ୍ ରେ ଚିକିତ୍ସା ହେଉଛନ୍ତି। ଘସନି, କୟେ ଓ ଦାଉଦ୍ ଲଛମନ ହରିଜନ ର ସନ୍ତାନ ଅଟନ୍ତି। ଲଛନ ପେଶା ରେ ଅଟୋ ଡ୍ରାଇଭର ଅଟନ୍ତି। ଓ ରାଇତ ହରିଜନ ର ପୁଅ ରାଉଲ
ହରିଜନ ଅଟନ୍ତି। ଘଟଣ। ଟି ସମଗ୍ର ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳି ଜା ଇ ଛି। ତେବେ ଲଛମନ ଓ ରାଇତ ସମପର୍ଜୀୟ ଭାଇ ଅଟନ୍ତି। ତେବେ ଚିକିତ୍ସା ହେଉଥିବା ୩ ଜଣ ଛୁଆ ଙ୍କ ଅବସ୍ଥା ବର୍ତ୍ତମାନ ସୁଦ୍ଧା ଭ ଲ ରେ ଅଛନ୍ତି ବୋଲି ଚିକିତ୍ସା କରିଥିବା ଡକ୍ଟର ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତେବେ ବାସି ଖାଦ୍ୟ ଖାଇବା ଯୋଗୁ ବିଷ ପ୍ରକ୍ରିୟା ହେବ। ଯୋଗୁ ଘଟଣା ଘଟିଲା ବୋଲି ଡକ୍ଟର ପଣ୍ଡା ମତ ଦେଇଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର, ନବରଂଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |