ବିରଳ କଇଁଛ ପିଠିରେ ଜଗନ୍ନାଥଙ୍କ ଆଖି

କେନ୍ଦ୍ରାପଡା, ୦୮।୦୯:  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଜୟକୁଣ୍ଡା ଅଞ୍ଚଳରୁ ଏହି ବିରଳ କଇଁଛ ଉଦ୍ଧାର ହୋଇଛି। ବିରଳ କଇଁଛ ଉଦ୍ଧାର । ତା ପିଠିରେ ଜଗନ୍ନାଥଙ୍କ ଆଖି ଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ ଜୟକୁଣ୍ଡା ଗାଁର କୈଳାଶ ବାରିକ ଗାଁ ପାଖ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ କଇଁଛ ପଡିଥିଲା। କଇଁଛର ଉପର ଭାଗରେ ପ୍ରଭୁ ଜଗନ୍ନାଥଙ୍କ ଚାରୋଟି ଆଖି ଚିତ୍ରିତ ହୋଇଛି। ଏହି ବିରଳ କଇଁଛ ପିଠିରେ ଜଗନ୍ନାଥଙ୍କ ଆଖି ଭଳି ଚିହ୍ନ ଥିବାରୁ ତାକୁ ଦେଖିବା ପାଇଁ ଗାଁରେ ଭିଡ଼ ଲାଗିରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: