ବୃକ୍ଷରୋପଣ କରି ପାଳିଲେ ସେବା ସପ୍ତାହ

କାମାକ୍ଷାନଗର,୧୫/୯:କାମାକ୍ଷାନଗର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ନମୋ ଇଣ୍ଡିଆ ୨୦୨୪ ମିଶନ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲା ସଭାପତି ଇଂ ହିମାଦ୍ରି ଦାସ ଏବଂ ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼ କାମାକ୍ଷାନଗର ଏନ୍.ଏ .ସି. ଅଞ୍ଚଳରେ ବୃକ୍ଷରୋପଣ କରି ସେବା ସପ୍ତାହ ଭାବେ ପାଳନ କରିଛନ୍ତି ।

WhatsApp Image 2020 09 15 at 6.48.13 AM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!