ଭଦ୍ରକ, ୨୦/୧୧ : ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍। ଭଦ୍ରକ ଷ୍ଟେସନରୁ ସକାଳ ୭ଟାରେ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ। ଏ ସମ୍ପର୍କରେ ଡିଆରଏମଙ୍କ କାର୍ଯ୍ୟାଳୟରୁ ଭଦ୍ରକ ଷ୍ଟେସନ ମ୍ୟାନେଜେରଙ୍କ ନିକଟକୁ ଶନିବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଉକ୍ତ ମେମୁ ଟ୍ରେନ୍କୁ ରହଣି ସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |