ଭୁବନେଶ୍ୱର,୧/୫:ଭୁବନେଶ୍ୱର କଳ୍ପନା ଛକ ନିକଟରେ ଜିମ ଭିତରେ ଝୁଲନ୍ତା ମୃତଦେହ | ମୃତ ଜଣକ ହେଲେ ରଞ୍ଜିତ ନାୟକ, ଘର 6 ନମ୍ୱର | ରଞ୍ଜିତ ଜିମ ରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରେ | ପରିବାର ଲୋକଙ୍କ ଅଭିଯୋଗ ଆତ୍ମହତ୍ୟା ନୁହେଁ, ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ |
•
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |