ଭେଟେରାନ ମ୍ୟୁଜିକ୍ ଡିରେକ୍ଟର ରାମଲଖମନଙ୍କ ପରଲୋକ

ନାଗପୁରରେ,୨୨/୫:ଭେଟେରାନ ମ୍ୟୁଜିକ୍ ଡିରେକ୍ଟର ରାମଲଖମନ ନାଗପୁରରେ ୭୯ ବୟସରେ ଦେହାନ୍ତ । ସେ ସବୁ ସମୟର କିଛି ବଡ ମ୍ୟୁଜିକାଲ୍ ହିଟ୍ ଦେଇଥିଲେ – ହମ୍ ଆପକେ ହେନ୍ କୌନ, ମେନ୍ ପ୍ୟାର୍ କିୟା, ହମ୍ ସାଥ୍ ସାଥ୍ ହେନ୍, ପାଥର୍ କେ ଫୁଲ,ଭଳି ଫିଲ୍ମ ରେ ସଙ୍ଗୀତ ନିଦେଶନା ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: