ନବରଙ୍ଗପୁର ୧୭ା୩( ମିହିର ଶଙ୍କର ପାତ୍ର) : ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଠାରୁ ପନ୍ଦର କିଲୋମିଟର ଓ ହତିଗାଁ ମୁଖ୍ୟ ରାସ୍ତା ଠାରୁ ପାଞ୍ଚ କିଲୋମିଟର ପୂର୍ବରୁ ଥିବା ପୁଞ୍ଜି ଡ଼ଙ୍ଗରି ପାଖରେ ଆଜି ଭୋର ସକାଳୁ ମାଓ ବ୍ୟାନର, ଲିଫ୍ଲେଟ ଏବଂ କିଛି ତାର ବିଛାଇ ଏକ କେଟଲି ରେ ସଂଯୋଗ କରିଥିବା ଦେଖିବାକୁ ମିଳିଛି। ଏହି ବ୍ୟାନର ରେ ଜଙ୍ଗଲ କଟା କୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜଙ୍ଗଲ କଟା ବନ୍ଦ କରାନଗଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମେନପୁର ନୂଆପଡା ମାଓ କମ୍ୟୁନିଷ୍ଟପାର୍ଟି ପକ୍ଷରୁ ଚେତାବନୀ ଦେଇଛନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |