ରାଇସୁଆଁ ଓଭରବ୍ରିଜ୍ ରାସ୍ତା ଶୋଚନୀୟ..

କେନ୍ଦୁଝର,(ଦୁ.ପ୍ର) : କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଓଭରବଜ୍ରି୍ ରାସ୍ତାରେ ଲଘଚୁାପ ଜନତି ଲଗାଣ ବର୍ଷା ହେବା ଯୋଗୁଁ ବର୍ଷାଜଳ ନଷ୍କିାସନ ହୋଇପାର ୁନାହ ିାଁ ଫଳରେ ଯାତାୟତ କ୍ଷେତ୍େରର ବହ ୁସମସ୍ୟା ଦେଖା ଦେଇଛ ିା ସେହ ିରାସ୍ତାରେ ଭାରଯିାନ ଚଳାଚଳ କର ିରାସ୍ତାରେ ଖାଲ ଢପି ସଷ୍ଟୃ ିହୋଇଛ ିା ଲଗାଣ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି । ସେଠାରେ ସରକାରୀ ବେସରକାରୀ ଉଚ୍ଚ ବଦ୍ୟିାଳୟ କଲେଜ, ଆରଆଇ ଅଫସି,୍ ଚକିସିାô କେନ୍ଦ,୍ର ଧାମର୍କି ମନ୍ଦରି ରହିଛି । ତେବେ ରାସ୍ତା ଦେଇ ୧୦୮ଆମ୍ବୁଲାନ୍ସ, ସ୍କୁଲ କଲେଜ ଛାତଛ୍ରାତ୍ରୀ, ଶହ ଶହ ଜନସାଧାରଣ ସେହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ବହବୁାର ଏହ ିସମସ୍ୟା ବଷିୟରେ ଗଣମାଧ୍ୟମ, ରାଜନେତା, ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥେିଲ ବ ିକୌଣସ ିପଭ୍ରାବ ପଡନିାହ ିାଁ ସେଠାରେ ରାସ୍ତା ନର୍ମିାଣ କରୁଥବିା କର୍ତ୍ତୃପକ୍ଷ ଡ୍ରେନ୍ ନର୍ମିାଣ ନକର ିଛାଡ ିଦେଇଛନ୍ତ ିା ଫଳରେ ବର୍ଷା ଜଳ ନଷ୍କିାସନ ହୋଇପାର ୁନାହିଁ । ଏହ ିଅସବୁଧିାକ ୁଜଲିା୍ଲ ପଶ୍ରାସନ
ଦଷ୍ଟୃ ିଦେଇ ତରୁନ୍ତ ରାସ୍ତା ମରାମତି ସହ ଡ୍ରେନ୍ ନିର୍ମାଣ କରିବାକୁ ଲୋକମାନେ ଦାବ ିକରଛିନ୍ତ ିା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: